Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nilamani Thapa

Inspirational Others

3  

Nilamani Thapa

Inspirational Others

ଲାଉପିଠା

ଲାଉପିଠା

1 min
137



ସିଲ୍ ସିଲପା ର ଅଙ୍ଗରା ଘଂଟା

ଚାଉଲ୍ ସାଙ୍ଗେ ଲାଉମିସା

ମୁଖଫଲି ନଡିଆ ରାଏସ୍ ଗୁଡ୍

ତାର୍ ସାଙ୍ଗେ ଟିକେ ବିରି ।


କାଠ୍ ଚୁଲାହା ଖପଲା ଅଙ୍ଗରା

ତେଲେନ୍ ଭିତ୍ରେ ଲୁଥା

ସଖାଲ୍ ପୁଆତକ୍ ବସସି ଚୁଲିଁ

ହେସି ଗୁଟେଁ ପିଠା ।


ଏନ୍ତା ମଜାର୍ ବତରିଆ ଖାଏଲେଁ

ଲାଗସି ବଢିଆଁ ସୁରୁତ୍

କିଏ କହେସି ପୋଡପିଠା ଆରୁଁ

କହେସି ଲାଉର୍ ପିଠା ।


ଯିଏ ଖାଇଛେ ସେ ଜାନିଛେ ସିନା

ତାର୍ କେତେ ମିଠା

ଇଟା ଆଏ ପରେ ବିନା ତେଲର୍

ପୁଡାଲା ତେଲେନ୍ ପିଠା ।


ଛୁଆନୁଁ ବୁଢା ପାଏସନ୍ ମଜାଁ

ଇ ଆମର୍ ଲାଉର୍ ପିଠା

ଯେତକି ଯାହା ମିଶେଇ ବନାଲେଁ

ଲାଗସି ସେତକି ମିଠା ।


ସରିଯାଉଛେ ଦିନୁ ଦିନ୍ କେ ଅଙ୍ଗରାଁ

ନାଇଁ ମିଲବାର୍ ଖୁଜଲେଁ

ଯେନ୍ ଆଡେ ଦେଖବ୍ ଗ୍ଯାସ୍ ଚୁଏଲ୍

କେନ୍ତା ପାଏମା ଭାବଲେଁ ।


ଗ୍ରାଇଣ୍ଡି କରି ବିରି ଚକେଲ୍ ପିଠା

ଉଲଟା ପୁଲଟା ଚକେଲ୍

ସେଥି ଆମର୍ ଦିନ୍ ସରି ଯାଉଛେ

ଆରୁ କାଣା ଭାବଲେଁ ।


ଦିନ୍ ଗଲା ଗଲା ରାଏତ୍ ବି ଗଲା

ନୁଆ ଜମାନା ଢୁକଲା

ସବୁତ ହେଲା ନ ବଦଲ୍ ଉଦଲ୍

ଲାଉର୍ ଭାଉ ଟା କମଲା ।



Rate this content
Log in

Similar oriya poem from Inspirational