STORYMIRROR

Anil kumar Pradhan

Inspirational

3  

Anil kumar Pradhan

Inspirational

ଉନ୍ନତି

ଉନ୍ନତି

1 min
184


   

ଉନ୍ନତି ଯେବେ କରିବାର ଅଛି

   ଭାରତ ମାଆର ମଥା

ଆସ ଦେଖିଯାଅ ଗ୍ରାମ୍ୟ ଜୀବନ

  ଶୁଣିଯାଅ ତା'ର ଗାଥା ll

ବିକାଶ ଭାରତ ନିର୍ମାଣ ନିମିତ୍ତ

  କୁହ ନାହିଁ ଆଉ କଥା

ଆଗଭର ହୋଇ ବୀରଟିଏ ପରି

  ଶୁଣ ଗାଉଁଲିର ବ୍ୟଥା ll

ସ୍ୱାସ୍ଥ୍ୟ,ଶିକ୍ଷା ସାଥେ ଗମନା ଗମନ

  ପଲ୍ଲୀକୁ ଯୋଗାଇ ଦିଅ 

ମୁଖ୍ୟଶ୍ରୋତରେ ସଭିଙ୍କ ଜୀବନ

  ସାମିଲ କରାଉ ଥାଅ ll

ବିଶ୍ଵଗୁରୁ ପାଇଁ ଏ ଭାରତବର୍ଷ

   ବିଶ୍ଵଗୁରୁ ଉଚ୍ଚ କର ଗ୍ରାମ

ଗ୍ରାମକୁ ଛାଡିକି ବିକଶିତ ମନ୍ତ୍ର

   ଲାଗଇ ବଡ଼ ବିଷମ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational