Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narendra Naik

Inspirational

3  

Narendra Naik

Inspirational

ନଜରିଆ

ନଜରିଆ

1 min
139


ନାହିଁ ଅସମ୍ଭବ ଦୁନିଆରେ କିଛି 

      ଜଟିଳତା କହିପାର

ସେଇଥି ପାଇଁ ତ ଆମ ବୈଜ୍ଞାନିକ 

     ଦେଲେ ଏତେ ଉପହାର।

ନହଲେ ମାନବ ଚନ୍ଦ୍ରପୃଷ୍ଠକୁ 

    ଯାଇଥାନ୍ତେ କି ବାରମ୍ବାର 

ନବ ନିର୍ମାଣରେ ଆଣିବାକୁ ହେଲେ 

      ନବ ନଜରିଆ ଧର ।

 ଅସଲ ଦୃଷ୍ଟାନ୍ତ ପ୍ରଯୁକ୍ତି ବିଜ୍ଞାନ

    କ'ଣ ବା ସେ କରିନାହିଁ 

ସେଇଥିପାଇଁ ତ ଏଲେନ ମସ୍କୁ 

      ମଙ୍ଗଳରେ ହରି ନାହିଁ।

ଅନନ୍ତ ଅସୀମ ସମ୍ଭବ ଜୀବ ତୁ

    ଶେଷ ସୀମା ନାହିଁ ପ୍ରଗତି 

ବ୍ରହ୍ମାଣ୍ତର ଲୁପ୍ତ ଓ ଗୁପ୍ତର ତଥ୍ଯକୁ 

        ଜାଣିବାର ଅଛି ଶକ୍ତି।

ସକାରାତ୍ମକ ଚିତ୍ତ ହିଁ ଚେତନା 

    ପୁର୍ଣ୍ଣାଙ୍ଗ ତୃପ୍ତି ଓ ମୋକ୍ଷେ 

ସୁଖ ସମୃଦ୍ଧ ଓ ପ୍ରଗତି ପଥକୁ

    କରନ୍ତୁ ପଛେ ମୋ ବକ୍ଷେ ।

    

       



Rate this content
Log in

More oriya poem from Narendra Naik

Similar oriya poem from Inspirational