STORYMIRROR

RAJANIKANT CHOUDHURY

Inspirational

3  

RAJANIKANT CHOUDHURY

Inspirational

ସତ୍ୟ

ସତ୍ୟ

1 min
178

ମନ ଯେବେ କଷ୍ଟ ପାଏ

   କହିବି କାହାକୁ ଯାଇ,,,,

ଦୁନିଆ ଟା ପରା ସ୍ୱାର୍ଥପର

   ଦୁଃଖି ହେବି କାହିଁ ପାଇଁ,।।

ନଦୀ ସୁଖୀ ଗଲେ ଦୁଃଖ ନାହିଁ ତାର

       ବର୍ଷା ଅଛି ତା ପାଇଁ,,,

ସୁଖ ସରିଗଲେ ସବୁ ଚାଲିଯିବେ

     ଦୁଖେ ନ ରହିବେ ଭାଇ,।।

ଆଶା ରଖିବନି ଜୀବନେ କେବେ

      ଯାହାକୁ ଭାବିକି କିଛି,,,,

କଣ୍ଟା ହୋଇ ଦିନେ ଠିଆ ହେବେ ସେ

     ଦୁଃଖର କାରଣ ସାଜି,।।

ଏକା ଜଗନ୍ନାଥ ପରମ ସତ୍ୟ

   ଆଉ ସବୁ ଦୁଇ ଦିନ,,,,

ଆଶା ନାହିଁ ଆଉ ଜୀବନେ କିଛି

   ବିତି ଯାଉ ରାତି ଦିନ,।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational