STORYMIRROR

Puspa Dhanu Jena

Inspirational

3  

Puspa Dhanu Jena

Inspirational

ଅନନ୍ୟା

ଅନନ୍ୟା

1 min
217

ଧନ୍ୟ ଏଇ ଦେଶ ଧନ୍ୟ ତାର ବେଶ

     ବିବିଧ ବେଶ ସମ୍ଭାର,

ଏକ ସୂତ୍ରେ ବନ୍ଧା ଏକ ପ୍ରେମେ ଛନ୍ଦା

     ହେଲେ ବି ଭିନ୍ନ ଧର୍ମର ll

ସଭିଙ୍କୁ କୋଳେଇ ନିଏ ମୋ ଜନନୀ

     କେବେବି ଭେଦ କରେନି,

ହିନ୍ଦୁ ଶିଖ ଇଶାଈ ମୁସଲିମ ସାଥେ

     କୁହନ୍ତି ମୁଁ "ହିନ୍ଦୁସ୍ତାନୀ " ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Puspa Dhanu Jena

Similar oriya poem from Inspirational