STORYMIRROR

parineeta 💝pk💝

Abstract Inspirational

3  

parineeta 💝pk💝

Abstract Inspirational

ଏଇ ତ ଜୀବନ

ଏଇ ତ ଜୀବନ

1 min
175

ସିଧା ସାଧା ରାସ୍ତା ନୁହେଁ ସେ ଅଙ୍କା ବଙ୍କା ନଈ

ପ୍ରତି ପଥେ ଶିକ୍ଷା ଦେଇ ଯାଏ ବହି ବହି

ଫଗୁଣର ମଧୁ ଛୁଆଁ ଛୁଁଇ ଯାଏ ମନ

ଶ୍ରାବଣର କଳା ମେଘେ ହଜି ଯାଏ ମୋ ସପନ

ବୁଝି ଅବୁଝା ହେଲେ ବି ଏଇ ତ ଜୀବନ ଏଇ ତ ଜୀବନ।

ଚାହିଁଥିବ ମନ ଯାହା ତାହା ହୁଏ ନାହିଁ

ଅକୁହା ବେଦନା କାହାକୁ କହି ହୁଏ ନାହିଁ

ଅର୍ଣ୍ଣବର ନିର ସାଜେ ଆଖିର ଅଞ୍ଜନ

ଲିଭିଯାଏ ବେଳେ ବେଳେ ଆଶା ର କିରଣ

ବଂଚିବାକୁ ତ ହେବ ପୁଣି ଏଇ ତ ଜୀବନ ଏଇ ତ ଜୀବନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract