ଜଙ୍ଗଲ୍
ଜଙ୍ଗଲ୍
ଦେହେ ଆଏ ତାର୍ ଶାଗୁଆ ଚର୍ ଚର୍
ଦୂରୁ ଦେଖ କି ପାଶେ ଦିସ୍ସି କେଡେ ସୁନ୍ଦର ।
ଇଟା ଅଲଗା କାହାର୍ କଥା ନୁହେଁ ଆଏ ତ ଜଙ୍ଗଲର୍
ମୁନୁଷ ଭିତରେ ଥିସି ଯେନ୍ତା ରକତ ହାଡ଼ ମାଂସ
ଇତାର ଦିହେଁ ବି ଜବ୍ଦି ଥିସି କେତେ ଲୁକର ହସ ।
ମୁନୁଷ୍ ଜାଏତ୍ ଲାଗି ଯିଏ ନିଜ୍ କେ କରିଛେ ସମର୍ପଣ୍
ସେଟା ଭୁଲି କରି ମୁରୁଖ ଜାଏତ୍ ଦେଉଛେ ତାହା କେ ମରଣ୍ ।
ଯେବେ ଭାବ୍ ବ ଜଙ୍ଗଲ କେ ଧନ୍ ସେ ଦିନେ ପାର୍ ବ ବୁଝି
ଭାବି ନାଇଁ ପାର୍ ବ ବଏଲେଁ ଯିବ ତୁମେ ଭାସି ।
ହେଥିର ଲାଗି ଚେତ ହେତ ହେ ମୁନୁଷ୍ ଜାତି
ନାଇଁ ହେଲେ କେହି ଅଟକେଇ ନାଇଁ ପାର ଯିମା ସଭେ ଭାସି ।
