STORYMIRROR

parineeta 💝pk💝

Abstract Inspirational

3  

parineeta 💝pk💝

Abstract Inspirational

ଛୋଟ ପକ୍ଷୀଟିଏ

ଛୋଟ ପକ୍ଷୀଟିଏ

1 min
177

ଅଭିଶପ୍ତ ଅରଣ୍ୟର ଛୋଟ ପକ୍ଷୀ ଟିଏ

ଡେ଼ଣା ଝାଡି଼ ଉଡିବୁଲେ କାହିଁ କେତେ ଦୂରେ

କଳାମେଘ ଦେଖି ଡ଼ରିଯାଇ ନାହିଁ

ଝାଞ୍ଜି ପବନର ଛୁଆଁ ତାକୁ ଛୁଁଇ ନାହିଁ

ଆକାଶରେ ଉଡିବୁଲେ ମେଘ ତାଳେ ତାଳେ

ନୀଳ ସାଗର ସତେକି ହାତ ପାହାନ୍ତାରେ

ଅଭିଶପ୍ତ ଅରଣ୍ୟର ଛୋଟ ପକ୍ଷୀଟିଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract