Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

parineeta 💝pk💝

Romance Inspirational

3  

parineeta 💝pk💝

Romance Inspirational

ସ୍ବପ୍ନ

ସ୍ବପ୍ନ

1 min
165


ଟିକି ଟିକି ମନରେ ଟିକି ଟିକି ସପନ

ସେ ସପନ ପାଇଁ ଲୋଡ଼ା ଗୋଟିଏ ଜୀବନ ।


ଆଖିର ପଲକ ଏବେ ପଡିନାହିଁ ଜମା

ଖୋଲା ଆଖିରେ ସପନ ଦେଖିବାକୁ ମନା ।


ଦିବା ସ୍ବପ୍ନ ନୁହେଁ ସେତ ହୃଦୟର ଭାବ

ଭାବନା ରାଇଜେ ବୁଲିବା ମନର ସ୍ୱଭାବ।


ପ୍ରତିକ୍ଷଣେ ବୁଲୁଥିବ ଭାବନା ରାଇଜେ

ବଢ଼ି ବଢ଼ି ଚାଲିଥାଏ ଭବନା କେତେ ଯେ ।


ସବୁ ଭାବନାର ମାନେ ସ୍ବପ୍ନ ହୁଏ ନାହିଁ

କେବେ କାହା ପାଇଁ ଦେଖୁ ମନେ ରହେ ନାହିଁ ।


Rate this content
Log in

Similar oriya poem from Romance