ଏଇ ଜୀବନରେ
ଏଇ ଜୀବନରେ
ମାଆ ବାପାର ବଶରେ
ଜନ୍ମର ଯୌବନ ଯାଏ
ଯୌବନ ପରେ ମୁଁ
ରହିଛି ସ୍ତ୍ରୀ ର ବଶରେ
ପୌଢ କାଲେ ରହିବି
ସନ୍ତାନ ସନ୍ତତି ବଶରେ
ଅନ୍ତିମ କାଲରେ
ଗଣା ହେବି ମୁଁ ଶବରେ
ସବୁ ଦେଖୁଥାଏ ମୁଁ
ସଦ୍ୟ ଏଇ ଜୀବନରେ ।
ମାଆ ବାପାର ବଶରେ
ଜନ୍ମର ଯୌବନ ଯାଏ
ଯୌବନ ପରେ ମୁଁ
ରହିଛି ସ୍ତ୍ରୀ ର ବଶରେ
ପୌଢ କାଲେ ରହିବି
ସନ୍ତାନ ସନ୍ତତି ବଶରେ
ଅନ୍ତିମ କାଲରେ
ଗଣା ହେବି ମୁଁ ଶବରେ
ସବୁ ଦେଖୁଥାଏ ମୁଁ
ସଦ୍ୟ ଏଇ ଜୀବନରେ ।