STORYMIRROR

Liza Senapati

Tragedy

3  

Liza Senapati

Tragedy

ଏ ପ୍ରେମ

ଏ ପ୍ରେମ

1 min
11.4K

କିଏ ବା ହଜୁଚି, କିଏ ବା ଭିଜୁଚି, ତୋ ପ୍ରେମ ମତେ , ତିଳ ତିଳ କରି ଜାଳୁଚି, ଆଲୋକ ଭିତରେ, ନିଜକୁ ଖୋଜି ପାଉନି, ଅଦ୍ଧାର ଭିତରେ ହଜି ଚାଲିଚି, ଚଲା ବାଟେ କଣ୍ଟା ଫୁଟିଚି, ଫୁଲ ତ ମୋ ପାଇଁ ସପନ ହେଇଚି। ରଗଂ ଯେତେ ସବୁ ଫିକା ପଡିଚି, ଦୁନିଆ ମୋ ପାଇଁ, ବଇରି ସାଜିଚି, ପ୍ରେମ କାହା ପାଇଁ ସ୍ୱର୍ଗ, କାହା ପାଇଁ ଦୁଃସ୍ୱପ୍ନ ଟିଏ, ପ୍ରେମତ ଏମିତି ନଈ ଟେ କୂଳ ନାହିଁ ତାର, ଭାସିଯିବ ତୁମେ ହଜିଯିବ ଠିକଣା ତୁମର। ପ୍ରେମ ଠାରୁ ବେସି, ପ୍ରତାରଣା ଏଠି, ସୁଖ ଠାରୁ ଦୁଃଖ ଅଧିକ, କାହିଁକି କରିବ ଏ ପ୍ରେମ, ଭିଡରେ ଏକା ହେଇଯିବ, ସବୁଥାଇ ହେଇଯିବ ଶୂନ୍ୟ।


Rate this content
Log in

Similar oriya poem from Tragedy