STORYMIRROR

Snigdha Nayak

Romance

2  

Snigdha Nayak

Romance

ଏ ମୋ ବାଟୋଇ....

ଏ ମୋ ବାଟୋଇ....

1 min
356

ଏ ମୋ ବାଟୋଇ

ତୁମ କଥା ମନେପଡେ ଯେବେ

ବେଳ ଅବେଳ ରେ.....

ପ୍ରୀତିବର୍ଷା ରେ ଭିଜିଯାଏ ପ୍ରତିଟି ଅଙ୍ଗ

ବରଷିଯାଏ ଫଗୁଣ ର ଫଗୁରଙ୍ଗ


ନିସଙ୍ଗ ମୁହୂର୍ତ୍ତର

ଗୋପନୀୟତା ରେ

ଭରିଯାଏ କେତେ ବାସନା

ଲୁକ୍କାଇତ କେତେ ଅସୁମାରୀ ଅକୁହା କାମନା


ମୁକୁଳା ଏ ମଧୁଶାଳା

ବାଟ ଦେଖେ ନିଇତି

ମେଣ୍ଟାଇଵ ଏ କାମିନି

ଏ ମୋ ସ୍ବପ୍ନ ର ବାଟୋଇ

କେବଳ ତୁମରି ପିପାସା.........।।


Rate this content
Log in

Similar oriya poem from Romance