STORYMIRROR

Snigdha Nayak

Fantasy Others Children

3  

Snigdha Nayak

Fantasy Others Children

ଭୋକିଲା ମାଙ୍କଡ

ଭୋକିଲା ମାଙ୍କଡ

1 min
205

ଭୋକରେ ଆଉଟୁ ପାଉଟୁ

ମାଙ୍କଡ଼ଟିଏ,

ଖାଦ୍ୟ ଆଶାରେ

ଏ ଗଛରୁ ସେ ଗଛକୁ ଡ଼ିଏଁ।

ଶୁଖିଲା ଗଛକୁ ଶୁଖିଲା ପତ୍ର ଛଡ଼ା

ଆଉ କିଛି ନପାଏ।


ଖୋଜି ଖୋଜି ଥକି ଯାଇଛି

ମୁହଁ ଶୁଖାଇ ଘର ଛାତରେ ବସିଛି,

ଦେବେ କି କେହି ଖାଇବା

ବୋଲି ଆଶାୟୀତ ହୋଇ ଅନେଇଛି।


ଦେଖି ହଳଦିଆ କଦଳୀ ମେଞ୍ଚାଏ ଥୋଇଛି

ପାଚିଲା କଦଳୀ ପାଇ

ଭାରି ଖୁସିରେ ମାଙ୍କଡ଼

ତରତର ହୋଇ ସବୁକୁ ଖାଇ ଚାଲିଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy