STORYMIRROR

Snigdha Nayak

Children

3  

Snigdha Nayak

Children

ଲଡ଼ୁ

ଲଡ଼ୁ

1 min
158

ନିଅ....ନିଅ

ଟଙ୍କାରେ ଚାରି

ସୁସ୍ୱାଦିଷ୍ଟ ଭାରି

ନିଅ ପିଲାଏ ଆଦରି

ନ କର ଆଉ ଡେରି


ହଳଦିଆ ଡୁଗୁଡୁଗୁ

କି ସୁନ୍ଦର ଦିଶେ ଲଡୁ

ଦେଖି ଦୌଡୁଛି ଗୁଡ୍ଡୁ


ଦାମ ମୋଲର କରନି ବିଚାର

ନେଇ ଯାଅ ଟଙ୍କାକରେ ଚାର

ଗୋଲ ମୋଟଲ ଦିଶୁଛି ଦାନାଦାର

ଅଟଇ ଲଡୁ ପ୍ରିୟ ସଭିଙ୍କର


ଟୋକେଇରେ ହୋଇଛି ସଜା

ଆଜିର ତିଆରି ଲଡୁ ତାଜା

ନାତିଠୁ....ଅଜା

ସଭିଏଁ ଖାଅ ନେଇ ମଜା


ଭାରି ସୁଆଦିଆ ମିଠା ମିଠା

ଖାଇଲେ ଭୁଲିଯିବ ବାକିପି ଠା

ନିଅ...ନିଅ

ଲଡୁ ନେଇ ଆସିଛି ବଜାର

ଟଙ୍କାକରେ ଦେଉଛି ଚାର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children