Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramakanta Das

Children Stories Inspirational

3  

Ramakanta Das

Children Stories Inspirational

ସମୟ

ସମୟ

1 min
178


ସମୟ ଏକ ଅମୂଲ୍ୟ ସମ୍ପଦ 

ଅପେକ୍ଷା କରେ ନାହିଁ କାହାକୁ 

ପ୍ରତିଦିନ ଆଣେ ନୂତନ ସୁଯୋଗ 

ବଦଳାଏ ଜୀବନକୁ ।


ନୂତନ ପ୍ରଭାତେ ଆଣେ ସମୟ 

କେତେ ଯେ ନୂତନ ସୁଯୋଗ 

ସମୟର ମୂଲ୍ୟ ସଭିଏଁ ବୁଝିବା 

ସମୟର କରି ସୁଦୁପଯୋଗ ।


ଦୁଃଖରେ ସୁଖରେ ସବୁ ସମୟରେ 

ସମୟ ହିଁ ଆମ ସାହାରା 

ସମୟ ସହିତ ଚାଲିବା ଶିଖିଲେ 

କେବେ ହବାନାହିଁ ସର୍ଵହରା ।


ତିନୋଟି ଅକ୍ଷର ଏ ସମୟ ଶବ୍ଦଟି 

ଦେଇଥାଏ ବହୁ ଶିକ୍ଷା 

ସମୟ ସହିତ ଚାଲୁଥିଲେ ନୀତି 

ନଇଁବନି କେବେ ମଥା ।


ଜୀବନର ଏଇ ଚଲାପଥରେ 

ସମୟ ଯେ ମୂଲ୍ୟବାନ 

ଗୋଟିଏ ମୁହୂର୍ତ୍ତ ନଷ୍ଟ ନ କରିଲେ 

ସୁଖମୟ ହେବ ଜୀବନ ।


Rate this content
Log in