STORYMIRROR

Ramakanta Das

Children Stories Inspirational

3  

Ramakanta Das

Children Stories Inspirational

କଲମ

କଲମ

1 min
159

କ୍ଷୁଦ୍ର କାୟାରେ ମହତ ସାଧନ 

କରିପାରେ ଏଇ କଲମ ଟିଏ 

ମୁନରେ ତାର ଆଙ୍କିପାରେ 

ମନ ଛୁଆଁ ସୂକ୍ଷ୍ମ କୀର୍ତ୍ତିଟିଏ ।।


ମନର କଥାକୁ ନିତି ସଜାଇ 

ରଚୁଥାଏ ସେ କାଗଜ ଦେହେ 

କେତେ ନୂଆ କାହାଣୀ ଲେଖେ 

କେବେ ଲେଖେ

ସମାଜ ମଞ୍ଚର ବାସ୍ତବ ଚିତ୍ରକୁ 

ପୁଣି କେବେ ଲେଖେ 

ବିଦ୍ରୋହ ଭାବନାର ଦୁସ୍ଥର ବେଦନାକୁ 

ମନର ଯେତେ ରୁଦ୍ଧ ଆବେଗକୁ 

ସରାଗରେ ତୋଳି ନେଇ 

ନିର୍ଝର ସମ ଝରି ଯାଏ ସେ କାଗଜ ଦେହେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍