Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramakanta Das

Children Stories Inspirational

3  

Ramakanta Das

Children Stories Inspirational

ଗୁରୁ

ଗୁରୁ

1 min
186



ଗୁରୁ ବ୍ରହ୍ମା , ଗୁରୁ ବିଷ୍ଣୁ , ଗୁରୁ ହିଁ ମହେଶ୍ୱର

ଗୁରୁ ସତ୍ୟ , ଗୁରୁ ଶାନ୍ତି ,ଗୁରୁ ଜ୍ଞାନର ଭଣ୍ଡାର ।।


ଗୁରୁ ପିତା , ଗୁରୁ ମାତା , ଗୁରୁ ଯେ ଦେବତା 

ଗୁରୁ ଦୟା , ଗୁରୁ କ୍ଷମା  , ଗୁରୁ ଯେ ଜ୍ଞାନଦାତା ।।


ଗୁରୁ ଧର୍ମ ,  ଗୁରୁ ଗତି , ଗୁରୁ ଯେ ମୁକତି 

ଗୁରୁ ଅଜ୍ଞାନ ଅନ୍ଧାରେ ଜ୍ଞାନ ଆଲୋକର ଜ୍ୟୋତି।।


ଗୁରୁ ସତ୍ୟ , ଗୁରୁ ଶାଶ୍ୱତ, ଗୁରୁ ହିଁ ଈଶ୍ୱର

ଗୁରୁ ପଥ ପଦର୍ଶକ, ଗୁରୁ ସ୍ନେହର ସାଗର ।।


ଗୁରୁ ଶିକ୍ଷା , ଗୁରୁ ଦିକ୍ଷା , ଗୁରୁ ହିଁ ରକ୍ଷାକର୍ତ୍ତା

ଗୁରୁ ଶବ୍ଦ ଅନୁପମ , ଗୁରୁ ହିଁ ସିଦ୍ଧିଦାତା ।।


ଗୁରୁ ଚଳନ୍ତି ଈଶ୍ୱର , ଗୁରୁ ବିଦ୍ୟାର ମନ୍ଦିର

ଗୁରୁ ପ୍ରତ୍ୟକ୍ଷ ଦେବତା ,ଗୁରୁ ହିଁ ଶ୍ରେଷ୍ଠ କାରିଗର  ।।




Rate this content
Log in