STORYMIRROR

Snigdha Nayak

Comedy Others Children

3  

Snigdha Nayak

Comedy Others Children

ଚଢ଼େଇ

ଚଢ଼େଇ

1 min
140

ବାଃ ବାଃ

ଆସିଛି ଅତିଥି ଏକ

କରିଛି ଆମ୍ବ ଡାଳେ ବସା

ନେଇ କାଠି ,କୁଟା ଯାକ


ଦେଖିବାକୁ ଛୋଟିଆ

ମାଖି ହଳଦୀ ରଙ୍ଗ

ହୋଇ ହଳଦିଆ

ବସା ଭିତରେ ହୋଇଛି ଠିଆ


ଚିଂହିଁ ଚିଂହ୍

ଶବଦ କରି କହୁଛି କିଆଁ

ବସା ରୁ ବାହାରି ଏ ଡାଳ

ସେ ଡାଳ ମାରୁଛି ଡ଼ିଆଁ


ଆଉ ଗୋଟାଏ ସାଥି ତାର

ଆସିଲାଣି ତା'ବସାକୁ

ମିଶି ରହିବେ ଦିହେଁ

ନ କରି କାହାକୁ ଭୟ କରି

ସ୍ନିଗ୍ଧା ନାୟକ,କୋଟା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy