ଜୟ ଗଣପତି
ଜୟ ଗଣପତି


ଗଣପତି ପ୍ରଭୁ ସଭିଙ୍କୁ ପ୍ୟାରା
ଶିବ ଗୌରୀଙ୍କ ସେ ରାଜଦୁଲାରା l
ଗୋଲ ମୋଟଲ ଭୋଳାଭାଲା ଚେହେରା
ମୁଷକ ରାଜ ଙ୍କ ସବାରି ତାଙ୍କୁ ଭଲା l
ମୋଦକ, ଲଡୁ ତାଙ୍କୁ ଭଲ ଲାଗେ
ମନ ଖୁସିରେ ଖାଆନ୍ତି ସବୁ ଯାକେ l
ସବୁଠୁ ପ୍ରଥମେ ହୁଏ ବନ୍ଦନା ତାଙ୍କର
ସମସ୍ତେ ତାଙ୍କୁ କରନ୍ତି ବନ୍ଦନା
ମହୀ ମଣ୍ଡଳ ଯାକର l
ରିଦ୍ଧି ସିଦ୍ଧିର ସିଏ ଦାତା
ଆମ ସଭିଙ୍କ ଭାଗ୍ୟବିଧାତା
ଅଟନ୍ତି ସିଏ ବିଦ୍ୟାଦାତା l
ଗଣେଶ ଚତୁର୍ଥୀରେ ଯିଏ ପୂଜଇ
ମନଖୁସିରେ ସେଦିନ ଯିଏ ଘରକୁ ଆଣଇ
ସବୁ ବିଘ୍ନ ଦୂର କରନ୍ତି
ମଙ୍ଗଳ ହିଁ ମଙ୍ଗଳ ବରଷାନ୍ତି
ଦୁଃଖ ଯାତନା ଯେତେ ଦୂର କରନ୍ତି l