Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Liza Senapati

Abstract Romance


4  

Liza Senapati

Abstract Romance


ପ୍ରେମି

ପ୍ରେମି

1 min 6 1 min 6

ପ୍ରେମ କରି ମୁଁ,

ତତଲା ପାଣିରେ ଥୋଇଚି ପାଦ।

ଅଦ୍ଧାର ଭିତରେ ଖୋଜୁଚି,

ନିଜର ଠିକଣା ମୋର।

ପ୍ରେମ କିଛି ପାଇବାର ଆଶା ଦେଇ,

ମଝି ନଇଁ ରେ ଗଲା ଛାଡି।

ବିରହ ବେଦନା ମତେ

ଦେଇଗଲା ଯାତନା।


Rate this content
Log in

More oriya poem from Liza Senapati

Similar oriya poem from Abstract