Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

padmaja pati

Abstract

3  

padmaja pati

Abstract

କଲମଟିଏ ମୁଁ

କଲମଟିଏ ମୁଁ

1 min
104


ବିଦ୍ୟାର୍ଥୀ ମାନଙ୍କ ଆଦର ପାଇଛି

ଶିକ୍ଷିତ ସମାଜେ ବାସ

ମୋ ଓଠ ଧାରରେ ହୋଇଅଛି

କେତେ ଭାଷାର ପରିପ୍ରକାଶ l

ଲେଖକ, ଲେଖିକା କେତେ ଗଢିଛି ମୁଁ

ଗଳ୍ପ, ଉପନ୍ୟାସ ଲେଖି

ଭେଟି ଦେଇଅଛି କାବ୍ୟ, କବିତା

ପାଠକ ସମାଜ ସାକ୍ଷୀ l

ଏବେ କିନ୍ତୁ ଆଉ ନାହିଁ ସେହି ଦିନ

ହରାଇଛି ପୂର୍ବ ଖ୍ୟାତି

ଲାପଟପ ସହ ମୋବାଇଲ ମିଶି

ଦୋହଲାଇ ଦେଲେ ସ୍ଥିତି l

ଆଙ୍ଗୁଠି ଟିପରେ ଲେଖା ଲେଖି ଚାଲେ

କରି ମୋତେ ଅବହେଳା

କେହି ମୋତେ ଆଉ ଲୋଡ଼ିବେନି ବୋଧେ

ବୁଡିଯିବ ମୋର ଭେଳା l



Rate this content
Log in