STORYMIRROR

Sarita Senapati

Abstract

3  

Sarita Senapati

Abstract

ଗାଁର ମମତା

ଗାଁର ମମତା

1 min
197

ଗାଆଁରୁ ମମତା ଗାଆଁରୁ ସେନେହ, 

ଥରେ ପାଇଛିରେ ଯିଏ,

ସହର ବାସନା ସହର କାମନା,

ବାନ୍ଧିକି ପାରିବ କିଏ ।


ଜନମ ଏଇଠି ମରଣ ଏଇଠି

ଜଳିବ ଦିନେ ମୋ ଜୁଇ, 

ଗାଆଁ ମଶାଣିର ପଣତରେ ଦିନେ,

ଆରାମରେ ଯିବି ଶୋଇ ।


ଶ୍ରୀକ୍ଷେତ୍ରରେ ତୁ ହି ବସିଥା କାଳିଆ

ମୋ କୋକେଇ ଦେଖିବା ପାଇଁ,

ସ୍ୱର୍ଗ ଦ୍ୱାର ପରା ମୋ ଗାଆଁ ମଶାଣି

ତୋ ସ୍ୱର୍ଗଦ୍ୱାର ଯିବି କାହିଁ ।


Rate this content
Log in

Similar oriya poem from Abstract