STORYMIRROR

Liza Senapati

Abstract Others

3  

Liza Senapati

Abstract Others

କଲମ

କଲମ

1 min
281

କବି ର ଭାବକୁ ,

କାଗଜେ ସାଇତି,

ବିଦ୍ରୋହକୁ କରେ ସୃଷ୍ଟି।

କେହି ନୁହେଁ,

ସେତ କଲମ ମୁନଟି।

କ୍ଷୁଦ୍ର ଅଟେ ସିନା,

ବିଶାଳ ତା'ର ଶକ୍ତି,

ତା ସାମନାରେ ସବୁ ତୁଛ।

ତା ପାଇଁ ମନରେ,

କେବେ ସତ୍ୟର ଝଡ଼,

ପୁଣି କେବେ ଅଧର୍ମର ବିନାଶ।

କଲମ ସିଏ,

ସୁପ୍ତ ମାନବକୁ,

ଜାଗ୍ରତ କରି,

ଦେଶ ପ୍ରିତି ଦିଏ ଭରି।

ଏ ଶିକ୍ଷିତ ସମାଜ,

ସବୁ ତାର ଗୋଲାମ।

କଲମ ବିନା ଚଳେନା କାମ

ତା ବିନା ସବୁ ତ ଅଦ୍ଧାର।

ନିରଳାରେ ଏଠି,

କବି ବସିଚି,

ହାତରେ ଧରିଚି କଲମ।

କଲମ ର ମୂଲ୍ୟ ବୁଝଇ ଯିଏ 

କଲମ ଅଟଇ ତା ଜୀବନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Abstract