STORYMIRROR

Reeta aparajeeta Mohanty

Abstract Others

3  

Reeta aparajeeta Mohanty

Abstract Others

ଜୀବନର ନାଁ ସଂଘର୍ଷ

ଜୀବନର ନାଁ ସଂଘର୍ଷ

1 min
324

ଜୀବନରେ ସବୁବେଳେ ସବୁକିଛି

ସହଜରେ ମିଳିଯାଏନି

ସେଥିପାଇଁ ମଣିଷକୁ କଠିନ ପରିଶ୍ରମ କରିବାକୁ ପଡେ।

ଏଇ କଠିନ ସଙ୍ଘର୍ଷ

ଜୀବନର ପ୍ରତି ସମୟରେ ଚାଲିଥାଏ

ଛୋଟ ବେଳେ ପାଠ ପଢିବା ପାଇଁ ସଙ୍ଘର୍ଷ

ବଡ଼ ହେଲାପରେ ଜୀବନ ଜୀବିକା ପାଇଁ ସଂଗ୍ରାମ

ଜନମ ମରଣ ନ ଆସିବା ଯାଏଁ

ପ୍ରତିଟି କ୍ଷେତ୍ରରେ ମଣିଷକୁ ସଙ୍ଘର୍ଷ କରିବାକୁ ପଡେ।

ଏ ସବୁ ଭିତରେ ଯେ ହସି ଖେଳି ଯେ ନିଜ ଦିନ କାଟେ

ସେ ହିଁ ପ୍ରକୃତ ମାନଵ

ଦୁଃଖକୁ ଭୁଲି ସମସ୍ତଙ୍କ ଭିତରେ ହସ ଖୁସିରେ

ସ୍ନେହ, କ୍ଷମା ,ଦୟା ଭାବ ବିନିମୟ କରେ

ତା ମଣିଷ ଜନମ ହୁଏ ସାର୍ଥକ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract