Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Manoj kumar Maharana

Abstract Romance


4  

Manoj kumar Maharana

Abstract Romance


ଅଳତା..

ଅଳତା..

1 min 40 1 min 40

ଅଳତା...


ସେ କାଲି ଯାଏଁ ମାେ ପାଇଁ

ପାଦରେ ଅଳତା ଲଗାଉଥିଲା,

ଆଉ ଆଜି.....

ଆଉ କାହା ପାଇଁ 

ଅଳତା ଲଗେଇ ସଜେଇ ହେଉଛି.. ।

ଥରେ ଭାବିଲ....

ଏତେ ଦିନ ମାେ ପାଇଁ

ସଜେଇ ହେଉଥିବା ଝିଅଟି

ଆଜି ହଠାତ୍ ବଦଳିଗଲା...

କିଏ କହିପାରିବ...

ଆଜି ଯାହା ପାଇଁ ସଜେଇ ହେଉଛି

ଅଳ୍ପ କିଛି ଦିନ ମଧ୍ୟରେ

ଆଉ କାହା ପାଇଁ ସଜେଇ ନ ହେବ ବୋଲି ??


Rate this content
Log in

More oriya poem from Manoj kumar Maharana

Similar oriya poem from Abstract