ଅଳତା..
ଅଳତା..




ଅଳତା...
ସେ କାଲି ଯାଏଁ ମାେ ପାଇଁ
ପାଦରେ ଅଳତା ଲଗାଉଥିଲା,
ଆଉ ଆଜି.....
ଆଉ କାହା ପାଇଁ
ଅଳତା ଲଗେଇ ସଜେଇ ହେଉଛି.. ।
ଥରେ ଭାବିଲ....
ଏତେ ଦିନ ମାେ ପାଇଁ
ସଜେଇ ହେଉଥିବା ଝିଅଟି
ଆଜି ହଠାତ୍ ବଦଳିଗଲା...
କିଏ କହିପାରିବ...
ଆଜି ଯାହା ପାଇଁ ସଜେଇ ହେଉଛି
ଅଳ୍ପ କିଛି ଦିନ ମଧ୍ୟରେ
ଆଉ କାହା ପାଇଁ ସଜେଇ ନ ହେବ ବୋଲି ??