STORYMIRROR

ପ୍ରଶାନ୍ତ କୁମାର ବେହେରା

Romance Others

2  

ପ୍ରଶାନ୍ତ କୁମାର ବେହେରା

Romance Others

ଦୁଇଟି ଯାଚନା

ଦୁଇଟି ଯାଚନା

1 min
65



ସମୁଦ୍ରକୁ ପଚାରିଲି

            ମୁକ୍ତାର ଠିକଣା


ତଟିନୀକୁ ପଵାରିଲି

             ସମୁଦ୍ର ଠିକଣା 


ସମୁଦ୍ର କହିଲା ' ମୁକ୍ତା '

             ଅଛି ଅତଳରେ


ତଟିନୀ କହିଲା, ଅଛି

              ସମୁଦ୍ର ଦୂରରେ


ସଖୀ, ତମେ ଶୁଣିଥିଲ

               ମୋର ଯାଚନା


ସେଥି ପାଇଁ ଖୋଲି ଦେଲ

              ତମ ତନୁ 

                  ବୈଭବ ସୁଷମା


କହିଲ, ସଖା

         ମୁକ୍ତା ତୋଳିନିଅ

                   ତୋଳିନିଅ


ମୁଁ ନୀଳ ସମୁଦ୍ର

        ତମେ ତଟିନୀ ସମ

                 ମିଶିଯାଅ

                     ମିଶିଯାଅ ....


Rate this content
Log in

Similar oriya poem from Romance