STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଦୀର୍ଘାୟୁ ହୁଅ ହେ ମହାନାୟକ

ଦୀର୍ଘାୟୁ ହୁଅ ହେ ମହାନାୟକ

1 min
287


ଗର୍ବିତ! କଲୁ ଭାରତବର୍ଷ


    ଜନ୍ମ ଦିନେ ପ୍ରଜା କେତେ ହରଷ।ପଦ।..........(୦)  


କନ୍ୟା ସଂକ୍ରାନ୍ତିରେ ପବିତ୍ର ଦିନ


ସତର ତାରିଖ ପରା ଏ ଦିନ


ମାସ ସେପ୍ଟେମ୍ବର ଶୁଭ ଏ ଦିନ 


ମୋଦି ଜନ୍ମ ଦିନ ପାଳେ ଭୁବନ। ଗର୍ବିତ...................(୧)


ମୋଦୀ ଙ୍କ ଜନ୍ମ  ଦିନର ବାଣୀ 


ଶୁଭକାମନା  ଦେଉଛି  ଧରଣୀ


ଦେବଶିଳ୍ପୀରୂପେ ଯାର କାହାଣୀ 


ପୂଜା  ହୁଏ  ବିଶ୍ଵକର୍ମାଙ୍କ ପୁଣି। ଗର୍ବିତ................(୨)


ଶୁଭକାମନା ବି ଚ୍ଛି ନ୍ନା ଞ୍ଚ ଳ ରୁ


ବିଚ୍ଛିନ  ଉତ୍କଳ  ସିଂହଭୂମି ରୁ 


ପବିତ୍ର ଧରଣୀ ଆଜି ଖୁସିରେ


ଜନ୍ମ ଉତ୍ସବ ବିଚ୍ଛିନ୍ନ ଭୂଇଁରେ। ଗର୍ବିତ..................(୩)


ଦୀର୍ଘାୟୁ ହୁଅ ହେ ମହାନାୟକ


ଉନ୍ନତି କରନ୍ତୁ ଦେଶର ଲୋକ


ଆଶିଷ ଦିଅନ୍ତି ବୃଦ୍ଧ ଅନେକ


ଗାଆଁଗହଳିରେ କୀର୍ତ୍ତିଆଲୋକ। ଗର୍ବିତ...............(୪)


ବିଧବା ମହିଳା ଆଶିଷ  ଦିଏ


ଜନ୍ମଦିନେ ତୋର ଖୁସିସେ ହୁଏ 


ମଙ୍ଗଳ କାମନା କରେ ଟି ସିଏ


ରାଷ୍ଟ୍ରେମୋଦିମୋଦି ଗୁଞ୍ଜନହୁଏ। ଗର୍ବିତ ................(୫)



Rate this content
Log in

Similar oriya poem from Abstract