STORYMIRROR

JAIPATNA ,Kalahandi Birrapan Hero

Abstract

3  

JAIPATNA ,Kalahandi Birrapan Hero

Abstract

ବିଜ୍ଞାନ ପାଇଁ ପରିବର୍ତ୍ତନ

ବିଜ୍ଞାନ ପାଇଁ ପରିବର୍ତ୍ତନ

1 min
183


ଚାଲିଚାଲିପାଦେ ଥକିକିମଣିଷ

ଶଗଡ଼ ଗାଡ଼ିଟିକରେ,

ଶଗଡ ଗାଡକିୁଦେଖିଜଣେ ସାଇକେଲ

ଟିକଲା କେତେ ଚାଲୁଥିବ ଧୀରେ।


ସାଇକେଲ ଚଢିଥକା ପରିଶ୍ରମ

ବିଳମ୍ବ କରିବ କିଏ,

ଭାବିଲା ଜଣେ ଦୁଇଚକିଆରେ ଇଞ୍ଜିନ

ଲଗାଇଲେ ଜର ଜର ରେ ସେ ଯାଏ।


ଖରା ବରଷା ଶୀତର ଯିବନି

ଭାବୁଥିଲା ଜଣେ ଲୋକ,

ଛାଉଣିଆ କରି ବେଶୀ ଲୋକ

ଯିବା ଲଗେଇଲେ ଚାରିଚକ।


ଦୂରକୁଯିବ ଅଳପ ସମୟେ

ଆକାଶରେ ଉଡିଉଡି,

ବିଜ୍ଞାନର ଅବଦାନ ମନୁଷ୍ୟ ପାଇଁ

ଏହା ଏକ ଏକ ସିଡି

 ଅନ୍ଧାର ରାତି ଆଲୋକିତ ହୁଏ l


ବିଜ୍ଞାନର କରାମତି

ଗୃହିଣୀ ର କାମ ମେସିନ କରୁଛି

ଅଳପ ସମୟେ ଶେଷ ,

ଜ୍ଞାନ କୌଶଳ ର ପରିବର୍ତ୍ତନ

ଅଜିଶ୍ରେଷ୍ଠ ବାଲାଏ ମଣିଷ ।


ସ୍ୱିଚ୍ ଦବେଇଲେ ଯେତେ ଦୂରେ

ଥିଲେ କଥା ହେବ ତା ସାଥେ,

ଉନ୍ନତି ର ପାଦ ଆଗେଇ ଚାଲିଛି

ଭିଡିଓ କଲ ରେ ଦେଖେ।


ମାଟିର ମଣିଷ ଆକାଶେ ଉଡ଼ିଲା

ହେଲା ଅସମ୍ଭବ ସମ୍ଭବ,

ଜୀବନ ଦାନକୁଛାଡ଼ିସବୁ କରିପାରେ

ବୁଦ୍ଧିମାନ ଏ ମଣିଷ।


ନିଜ ଜ୍ଞାନ କୌଶଳ ର କରାମତି

ବିଜ୍ଞାନ ପାଇଁଶ୍ରେଷ୍ଠ ଏ ଯିବ,

ଜ୍ଞାନ କୌଶଳ କୁଦୁରୁପଯାଗ ନ

କଲେ ଏ ବିଶ୍ୱ ମଣ୍ଡଳ ହସିବ।


ଆଜିଏ ଦିବସେ ସଭିଏଁଏକୋ

ବନ୍ଧୁତ୍ୱ ଭାବ ରଖି,

ଏକତାରେ ରହିଲେଆମେ

ଆଗେଇବା ଆଜିର ଜୀବନ

କାଲିକିନାହିଁ ସ୍ମୃତିରହିଥିବ ସାକ୍ଷୀ।

             



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from JAIPATNA ,Kalahandi Birrapan Hero

Similar oriya poem from Abstract