STORYMIRROR

Puspanjali Panda

Abstract

3  

Puspanjali Panda

Abstract

ଦୀପାବଳୀ

ଦୀପାବଳୀ

1 min
203


ତୁମେ ମା ଭକ୍ତ ପ୍ରିୟା କାଳୀ

ମୋ ପ୍ରିୟ ତୁମ ନାମାବଳୀ

ଦେହ ଦେହଳୀରେ ହୃଦ ଚେତନାରେ

ଭକତି ଘୃତକୁ ଢାଳି

ଡାକେ ମା ଗୋ ମା ଆସ ମହାକାଳୀ।।

ଅଜ୍ଞାନ ଅନ୍ଧାର ଦୁର ତୁ କରୁ

ଅଧର୍ମର ନାଶ ତୁମ ହେତୁରୁ

ଞାନ ଆଲୋକେ ତିନି ପୁର ଲୋକେ

ପ୍ରେମଦୀପ ଦେଲେ ଜାଳି।।

ଶ୍ୟାମାକାଳୀ ମାତା

ପାର୍ବତୀ ଅଂଶଜା

ତୁମେ ରକ୍ତବୀର୍ଯ ନାଶକଲ

କ୍ରୋଧେ ଥରହର ଶ୍ୟାମାଙ୍ଗୀ ତୁମ୍ଭର

ଲହଲହ ଜିହ୍ୱ କରି।।

ଅସୁର ବିନାସି ଧରାକୁ ଉସ୍ୱ।ସୀ

ଖର୍ପର ହସ୍ତେ ଧରିଲ

ରୁଦ୍ରାଣୀ ଭବାନୀ ଆଦ୍ୟା ତ୍ରିନୟନୀ

ଚଣ୍ଡିକା ଭୈରବୀ ମା କାଳୀ।।


Rate this content
Log in

Similar oriya poem from Abstract