STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ଧନ୍ୟ ଜୀବନ 

ଧନ୍ୟ ଜୀବନ 

1 min
0


ଜୀବନ ହୋଇବ ଧନ୍ୟ 
ନବଯୌବନ ଦର୍ଶନ 
ଯେମିତି ରାମେଶ୍ଵର ସ୍ନାନ 
ଦ୍ୱାରିକାରେ ବେଶ ବହନ 
ପୁରୀରେ ଭୋଜନ 
ବଦ୍ରିକାରେ ଶୟନ 
ଚାରିଧାମ ପୁଣ୍ୟ 
ମିଳେ ନବଯୌବନ ଦର୍ଶନ 
ଦିବ୍ୟ ଦର୍ଶନ ଚକା ନୟନ 
ମୋକ୍ଷ ପ୍ରାପ୍ତ ହେବ ଜୀବନ 
ମଣିବ ନିଜକୁ ଧନ୍ୟ 
ଚାଲ ସଖି ପୁରୀ ଗମନ 
କରିବା ଦର୍ଶନ ନବଯୌବନ 
ରଥେ ବିଜେ ହେବେ ଭଗବାନ 
ଲୀଳା ଖେଳା କରି ମଧୁସୂଦନ 
ଜୀବନ କରାଏ ଧନ୍ୟ 
ସଭିଙ୍କର ଗଣ୍ଠିଧନ 
ମଣିମା ମଣିମା ଡାକ ପଡେ କର୍ଣ୍ଣ 
ପବିତ୍ର ହେଲା ଜନ୍ମ


Rate this content
Log in

Similar oriya poem from Classics