STORYMIRROR

Dr Jharana Satapathy

Abstract Inspirational

3  

Dr Jharana Satapathy

Abstract Inspirational

ଧିକ ଏଜୀବନ

ଧିକ ଏଜୀବନ

1 min
359

ବେଳେବେଳେ ଧିକ ଲାଗେ ଏ ଜୀବନ

କେବେ ନ ହୋଇବ ପୁଣି ମଣିଷ ଜନ୍ମ

ସତରେ ବଞ୍ଚିବାରେ ଥାଏ ଅବା କି ସୁଖ

କାହାର ଏଠି କେଉଁ ପ୍ରକାରର ଦୁଃଖ

ଆଖିର ଲୁହକୁ ସର୍ବଦା ମଣଇ ଯେ ସୁଖ

କେବେ ନ ଲାଗିବ ତାକୁ କୌଣସି ଦୁଃଖ

ହସ କାନ୍ଦ ଭରା ଏ ମଣିଷ ଜୀବନ

ସମୟର ରଥଚକ୍ର,ଦୁଃଖ-ସୁଖ ଦିନ

ଆତ୍ମହତ୍ୟା ସେତ ଅଟେ ମହାପାପ

ତଥାପି ମଣିଷ କାହିଁ ନିଏ ଭୁଲ ପଦକ୍ଷେପ

ସବୁଠାରୁ ଶ୍ରେଷ୍ଠ ଅଟେ ମାନବଜନ୍ମ

ବଞ୍ଚିରହି ଯେ କରେ ଭଲ ସତକର୍ମ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract