STORYMIRROR

Dr Jharana Satapathy

Abstract

2  

Dr Jharana Satapathy

Abstract

କବିର ହୃଦୟ

କବିର ହୃଦୟ

1 min
242

କବିର ହୃଦୟ ଏକ ଗୋପନୀୟ ବଗିଚା

ଭାରି ଭଲ ଲାଗେ କବିର କବିତା

କବିର କବିତା ଜୀବନର ଏକ ଅଂଗ

ଲେଖନୀରୁ ଝରିଥାଏ ମିଠାମିଠା ମହକ

କବିତାରେ ଭରପୁର ଲେଖନୀ ମମତା

ଲେଖନୀରେ ରହିଥାଏ କିଛି ସାହିତ୍ୟ ଭାଷା

କିଛି ସ୍ମୃତି ମହକକୁ ନେଇ କବିର କବିତା

ସାଇତି ରଖିଛି ମନେ ତାର ଗର୍ବଗୌରବ ଗାଥା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract