STORYMIRROR

Dr Jharana Satapathy

Abstract

2  

Dr Jharana Satapathy

Abstract

ଭକ୍ତିଭାଵ

ଭକ୍ତିଭାଵ

1 min
299


ଭାବଠାରୁ ବଡ ସେତ ନାହିଁ ତ କିଛି

ଭକତି ଭାବରେ ବନ୍ଧା ହୋଇଛି ଆଜି

କାଳିଆରେ ତୋର ମୋର ଭାବ ଅତି ନିଆରା

ତୋ ବିନା ମୋର କେହି ନାହିଁ ସାହାରା

ଭକତି ପ୍ରେମରେ ତୋର ହୋଇଛି ବନ୍ଧା

ସ୍ନେହରେ ମିଳୁଛି ତୋର ଅଭଡା ମୁଠା

ତୁ ଥିଲେ କାଳିଆରେ ସବୁତ ଅଛି

ତୋ ବିନା ମତେ ଲାଗେନା ଭଲ କିଛି

ଏ ଭାବେ ଆମ ସଂପର୍କ ସଦା ଅତୁଟ

କରିବୁନି ମୋ ପ୍ରତି କେବେ ତୁ ଛନ୍ଦକପଟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract