STORYMIRROR

Dr Jharana Satapathy

Abstract

2  

Dr Jharana Satapathy

Abstract

ମା ଲକ୍ଷ୍ମୀ

ମା ଲକ୍ଷ୍ମୀ

1 min
407

ଗୁରୁବାର ଆସିବ ବୋଲି ରହିଥିଲି ଅନାଇ

ମାଣଚାଙ୍ଗୁଡିକୁ ଝୋଟିରେ ଦେଲି ସଜେଇ

ଝୋଟିମୂରୁଜରେ ଆଙ୍କିଦେଲି ତୁମ ପାଦପଦ୍ମକୁ

ବିଜେ କର ମାଆ ତୁମେ ମୋର ଏ ଉଆସକୁ

ଦୂଆରେ ଦୂଆରେ ଖାଲି ମାଆ ତୁମ ପାଦଚିହ୍ନ

ଧନ ଯନ ଗୋପଲକ୍ଷ୍ମୀରେ କର ପରିପୂର୍ଣ୍ଣ

ସ୍ନେହ,ଶ୍ରଦ୍ଧା ପ୍ରେମ ବିଶ୍ବାସ ମନରେ ଭରା

ତୁମ ପ୍ରତି ଅନ୍ତରରେ ସର୍ବଦା ଭକତି ପରା

ଦ୍ବାରେ ଦ୍ବାରେ ମା ସର୍ବଦା ତୁମେ ବିଜେକର

ଚରଣ କମଳେ ମାଆ ଏତିକି ଗୁହାରି ମୋର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract