STORYMIRROR

Pramila Mohanty

Abstract Inspirational

3  

Pramila Mohanty

Abstract Inspirational

କୁତ୍ରିମ କୁହାଟ

କୁତ୍ରିମ କୁହାଟ

1 min
172


କାହିଁକର ଚୁଛା

କୁହାଟ କରୁଅଛ

ସବୁ ବେକାରିଆ

ଦେଖାଣିଆ କାମ

କହିବାକୁ ସତ୍ୟ

କିଆଁ ଡରୁଛ କାମରେ

ରଖିଲେ ଆଗ୍ରହ 

ପାଇବ ସୁଫଳ

କିରତି ରାଜ

ଧ୍ଯାନଦେଲେ ତାକୁ

ମିଳିଯିବ ସତ୍ କର୍ମଫଳ

ବେଳ ଆଉ ଟିକେ

ସୁଧୁରି ଯାଅ ଖାଲି

ବଢିମା ଆଉ 

ନ ଦେଖାଅ ବଢିମା

ନେଇ ଅରଜିବ 

କେଉଁ ନାମ

ଚାହିଁ ଦେଖୁଛନ୍ତି

ସ୍ବୟଂ ଭଗବାନ

ଧରମ ପଥର

ଯାତ୍ରୀ ହୁଅ

ସତ୍ କରମ

କରି ସୁନାମ ଅରଜ

ନଚେତ୍ ଆତ୍ମାର

ଧିକାର ଶୁଣିବ

ଅନ୍ତ କାଳେ 

ବୈକୁଣ୍ଠ ଆଉ

ନ ମିଳିବ ପିଚାଶ

ସାଜି ବୁଲିବ

ଏଥକୁ ହୁଅ ସାବଧାନ

କୁହାଟ ନ କରି

କର ସତ୍ କର୍ମ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract