STORYMIRROR

Ashish Mohalik

Abstract Others

3  

Ashish Mohalik

Abstract Others

ସ୍ବପ୍ନ

ସ୍ବପ୍ନ

1 min
239

 

ଛୋଟ ଘରେ ସେ ଓ ତା ପରିବାର ରହିବେ

ବହୁତ୍ ଖୁସି ଅଛି ସେ ।

ଦୂର ଦୂରାନ୍ତରରୁ କାଠି, କୁଟା ସଂଗ୍ରହ କରି

ସେ ବସାଟିକୁ ତିଆରୀ କରିଛି ।

ହେଲେ ପ୍ରକୃତି ବୁଝେନା କାହାର ଦୁଃଖ ଓ କଷ୍ଟ

କେଉଁଠି ଥିଲା ଦଲକାଏ ପବନ ବହି ଆସିଲା

ଅଳ୍ପ ସମୟରେ ଭାଙ୍ଗିଗଲା ତାର ସ୍ଵପ୍ନ

ଭାଙ୍ଗିଗଲା ଟିକି ଚଢେଇର ବସା ।


Rate this content
Log in

More oriya poem from Ashish Mohalik

Similar oriya poem from Abstract