STORYMIRROR

Ankit kumar Dhal

Abstract

2  

Ankit kumar Dhal

Abstract

ଦାର୍ଶନିକ

ଦାର୍ଶନିକ

1 min
135

ମୁଁ ତୁମ ଘନ ଘନ ବାଳ ର ଯେ 

ପ୍ରକୋଷ୍ଠ ପୂଜାରୀ

ଅଙ୍କିତ କରେ ଭାବ ବିହ୍ଵଳେ

ମସୀ ର ଯୁଦ୍ଧ ସୁପ୍ତ ମସୃଣ ପୃଷ୍ଠରେ

ଅପସରି ଭାବଭରା ରୌଦ୍ରର ତାପରେ 

ମୋ ଲେଖନୀର ଛନ୍ଦ ଚକଚକ କରେ

ଜୁଇ ଚିତା ପରି ଲାଭା ହୋଇଉଠେ ତିକ୍ଷଣ

ସନ୍ନିକଟ କେଶ ବିନ୍ୟାସର ପ୍ରାରମ୍ଭରେ

କ୍ଷୁଦ୍ରକାୟ ପ୍ରେମିକଟେ ପାଲଟେ ମତ୍ତ

ମୋ ମୂର୍ଖାମୀର ମରିଚିକା

ଆମନା ସାମାନ ହୁଏ ନେତ୍ରଯୁଗଳ

ଜ୍ୟୋତିହୁଏ ନ୍ୟୁନ ମନା ଏକ କ୍ଷୁଦ୍ର କଙ୍କିପରି

ହେଲେ ମୁଁ ପାଲଟେ ମୁଖମଣ୍ଡଳ ର

ମହିୟସ ମହାନାୟକ ଭୂମିପୃଷ୍ଠରେ,

ଅଙ୍କୁରିତ ପୁରୁଷ ର ପୌରୁଷ୍ୟ କୁ

ଜଳାଞ୍ଜଳି ଦେଇ ଉପମା ର ଚକ୍ରରେ 

ସୁପ୍ତକାୟ ଚିତ୍ରଶିଳ୍ପୀ ଟେ ପାଲଟେ ଶାଦ୍ଦୁଳ

ଶରୀରର ସୁଗୋଲୋକ ତଥା ଯୌନାଙ୍ଗରେ ଆକର୍ଷିତ

ମୋ ବୁନ୍ଦା ବୁନ୍ଦା ବିର୍ଯ୍ୟରେଣୁ କ୍ଷରିତ 

ଅନ୍ୟମନସ୍କା ଦୁଃଶାସିକ ଚରମପନ୍ଥି

ଛି ମୋ ଭାବନା .....ଏ କଣ 

ଉପର୍ଜୁପରି ମୁଁ ପାଷାଣ୍ଡରୁ ଉଦ୍ଧତର

କେଉଁଏକ ସ୍ପିୟର ଦ୍ବାର ଦେଶରେ 

ଉଜ୍ଜୀବିତ ମାନବ ପାଲଟେ ଧର୍ଷଣ ବିଳାସୀ

ତୁମ କେଶ ବିନ୍ୟାସରୁ ମସୃଣ ପୃଷ୍ଟ

ତତପରେ ସ୍ବବାଙ୍ଗ ଶରୀରର ରତ 

ମୋ ମନ ଇଚ୍ଛାସୁ ଖମ୍ବ ସଦୃଶ 

କଳ୍ପନାତିତ ଭାରସାମ୍ୟ ହରାଇ

ବାରମ୍ବାର ଜିଜ୍ଞାସୁ ର ସେତୁବନ୍ଧ 

ତମ ଯୌବନ ର ରସାବଳୀ 

ତମ ଦେହ ର ଦହନ ଯେତେ 

ଘୃତ ଢାଳି କରିବାକୁ ଆହାରି ଉଜ୍ଜଳ 

ବ୍ୟଗ୍ର କରିବାକୁ ମୋ ମନର ଉଛାସ

କହିଚାଲେ ପଲଟନା ଥରେ ଅଧେ 

ମୋ ପାଇଁ ଗୋ ଦର୍ଶନଶାସ୍ତ୍ର

ପଲଟିବି ପ୍ରିୟେ ତବ ଦାର୍ଶନିକ                 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract