STORYMIRROR

Ankit kumar Dhal

Abstract

2  

Ankit kumar Dhal

Abstract

ମେକାନିକାଲ ଯୁଗ

ମେକାନିକାଲ ଯୁଗ

1 min
224

ମୋ ଭାଇ ପୁଅ ରାଧୁଆ ନୂଆ ମୋବାଇଲ ଟେ କିଣିଛି

399 ଟଙ୍କା ଦେଇ ଜିଓ ରିଚାର୍ଡ କରୁଛି

ୟୁଟୁବ ରେ ସେ ଅନଲାଇନ ଫିଲ୍ମ ଦେଖୁଛି

ଆପ ଡାଉନଲୋଡ କରି ନୂଆ ନୂଆ ଗେମ ଖେଳୁଛି

ଫେସବୁକ ହ୍ଵାଟ୍ସଆପ ରେ ନୀତି ରହୁଛି

ନୂଆ ନୂଆ ଟୋକି ପଟଉଛି

ଜାଣିନି ସେ ଫେକ କି ରିଆଲ

ହେଲେ ତା' ସହ ଦିନ ରାତି ଗପୁଛି

ଏଠି ନେଟ ପାଇଁ କିଏ ଆଇଏଏସ ହଉଚି ତ

ଆଉ କିଏ ରାତାରାତି ଫେମସ ହଉଚି

ଆଉ କିଏ ଜେଲ ର ଚାରି କାନ୍ଥ ରେ ସଡୁଛି

ଚିତ୍ରକର ନାଁ କରୁଛି

ଆଉ ଲେଖକ ବି ବେଳେବେଳେ ହଇରାଣ ହଉଚି

ଶିକ୍ଷାନୁଷ୍ଠାନ ରେ ଶିକ୍ଷା ର ମାନ ବଢୁଛି

କେବେ ପୁଣି ଉତ୍ପାଦନ ହାର ବୃଦ୍ଧି ଘଡୁଛି

ସରକାର ଙ୍କ କଥା କୁ ଜନସାଧାରଣ ବୁଝିପାରୁଛନ୍ତି

ବିଦେଶ ଖବର ଗାଁ ରେ ବି ରହି ଜାଣିହାଉଛି

ଯନ୍ତ୍ରିକତା ପାଇଁ ରପ୍ତାନି ହାର ବଢୁଛି

ମା ବି ପିଲାପାଇଁ ନୂଆ ବହି କମ ଦାମ ରେ ପାଉଛି

ଆମ ଦେଶ ଆଜି ଆଗଉଛି ଆଉ ଆଗେଇବ ମଧ୍ୟ

ଆଉ ଯାନ୍ତ୍ରିକ ବ୍ୟବସ୍ଥାର ଆହୁରି ଉନ୍ନତି ଘଟିବ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract