STORYMIRROR

Ankit kumar Dhal

Others

3  

Ankit kumar Dhal

Others

ଖୋଲା ବହି

ଖୋଲା ବହି

1 min
313

ସେ ବହି ମୋର ଆଜିବି ମାନେଅଛି

ଯେଉଁଦିନ ପଢ଼ିଥିଲି

ମନ ଭିତରେ ଗୋଟେ ଉଚ୍ଛାସ ଥିଲା

ସେଥିରେ ବହୁତ କିଛି ଶିଖିଲି

ଭାଷାର ପରିସୀମା

ସାହିତ୍ୟର ଭାବ

ଆଉ ବହିର ମହତ୍ତ୍ଵ

ତା' ଭିତରେ ଥିଲା ସଂଯୋଜନା ର

ରୀତିନୀତି ବେଶ ଛୁଇଁଥିଲା

ମନେମନେ ଭଲ ପାଇବସିଲି ସେ ବହିକୁ

ବହି ର ଅକ୍ଷର ଗୁଡାକୁ

ଅତି ପାଖାପାଖି ହେଇବସିଲି

ଆଉ ତାକୁ ଚୁମିବାକୁ ଇଚ୍ଛା ହୁଏ

ଆଉ କହେ ମନୋଜ ଦାସ ଙ୍କ କଥା ଓ କାହାଣୀ


Rate this content
Log in