STORYMIRROR

Jyotiranjan Acharya

Abstract

2  

Jyotiranjan Acharya

Abstract

ଚକଲେଟରୁ ଚିରେଇତା ଯାଏଁ

ଚକଲେଟରୁ ଚିରେଇତା ଯାଏଁ

1 min
166

ମନେ ଅଛି ସାଥୀ ସେହି ଦିନ ସବୁ ଚକୋଲେଟ ପରି ମିଠା,

ଖାଉ ଖାଉ ଯାକୁ ଲାଗିଲା ଆମଠି ସଂସାର ଅଛଡା ଅଠା

ଅଠା ନୁହେଁ ସେତ ସ୍ନେହ ମମତାର ଅଫିଟା ସଶକ୍ତ ଫାଶ,

ଯେଉଁ ଫାଶେ ଆମେ ଦୁହେଁ ବାନ୍ଧି ହୋଇ ପାଇଛେ ମିଠା ସନ୍ତୋଷ

ସୁଖ ତ ମଧୁର ଦୁଃଖ ବି ମଧୁର ମଧୁମୟ ସବୁବେଳ,

ବେଳ କଟିଗଲା କେତେ ଯେ କେଜାଣି ତୁଣ୍ଡେ ମାରି ମୁଣ୍ଡ ଝାଳ

ସମୟ ଗଡିଛି ବୟସ ବଢିଛି ତଥାପି ତୋ ସଙ୍ଗ ମିଠା,

ଚକୋଲେଟ ଛାଡି ଖାଉଥାଏଁ ପଛେ ଏବେ ଚିରେଇତା ପିତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract