STORYMIRROR

Sanjya Tripathy

Romance

3  

Sanjya Tripathy

Romance

ଚିରଂତନୀ

ଚିରଂତନୀ

2 mins
232


ପ୍ରଥମ ଦେଖାରେ ଅତି ଆପଣାର ହୋଇ ଯାଇଥିବା ପ୍ରିୟ ବ୍ୟାଧବୀ ।

ନୀରବ , ନିରବଚ୍ଛିନ୍ନ , ଦୃଷ୍ଟିର ସଂଗୁପ୍ତ ଭାଷାରେ

ଅକୁହା କଥା କହି ଓ ଶୁଣି

ଶବ୍ଦ ଓ ଆଲୁଅର ଅବିରାମ ଲୁଚକାଳି ଖେଳରେ

ସମ୍ପର୍କର ପରିଧୂକୁ ବିସ୍ତୃତ କରି

ସାମୀଯ୍ୟ ଓ ସହାବସ୍ଥାନର ନୂତନ ପରିଭାଷା ନେଇ

ଅମ୍ବେଷା ଓ ଜିଜ୍ଞାସାର ମଧ୍ୟବର୍ତ୍ତୀ ଇଲାକାରେ

କ୍ରମଶଃ ଆତ୍ମ ପ୍ରତ୍ୟୟର ଅସ୍ତରାଗ ବେଳାରେ

ସହଯୋଗୀ ମନୋବୃତି ପୁଣି ଭରି ଦିଏ

ଜୀବନକୁ ଜୀଇଁବାର ଅଦମ୍ୟ ପିପାସା

ଘଟଣା ଦୁର୍ଘଟଣାର ଘାତ ପ୍ରତିଘାତ ମଧ୍ୟରେ

କାରଣକୁ ଖୋଜିବାର ଅନମନୀୟ ଫିତାଧାରା

ସମାଜର ନାଲି ଆଖୁକୁ ଭୃକ୍ଷେପ ନ କରି

ଚିରଂତନ ସତ୍ୟ ପଛରେ ଧାଇଁବାର ଅଭୂତ ମାନସିକତା

ଅଶୋକ ଓ ଶିଶୁପାର ଦିଗମାୟାବୀ ଅରଣ୍ୟରେ

ଭ୍ରଷ୍ଟ ପଥଚାରୀ-ନଷ୍ଟ ଗ୍ୟଧର୍ବ

ଛଳନା ଓ ପ୍ରତାରଣାର ପ୍ରଗାଢ଼ି ଆତରଣ ମଧ୍ୟରୁ

କ୍ରମଶଃ ଉତ ହୁଏ ଆଲୋକିତ ଚେତନାର ଦିବ୍ୟର

ତାରି ସମୁଜ୍ଜଳ ଦୀପଶିଖାରେ ପ୍ରତିଭାତ ହୁଏ

ସଂଭାବନାର ନୂତନ ସୂର୍ଯ୍ୟୋଦୟ

ସୃଷ୍ଟିର ଆଦ୍ୟ ଉଷାରୁ ଏ ଯାବତ୍ -

ରୂପର ଅନୃତ୍ୟ ରୋଷାଣୀର ଝଲକାଇ ଥିବା

ନାରୀ ତୁମେ ଏକ କୁହେଳିକା ପରିପୁର୍ଣ୍ଣ ପ୍ରହେଳିକା

ମନଗହନର ନିଭୃତତମ ପ୍ରଦେଶରେ

ଲୁକ୍‌କାୟିତ ଅଂତରଂଗ ସତ୍ୟଟିକୁ

ଛଳନାର ଆବରଣ ତଳେ ଘୋଡ଼ାଇ ରଖୁ

ଗତାନୁଗତିକ ଜୀବନରେ ଅଭିନୟ କରିବାକୁ

କିଛି ହୋଇ ନଥିବାର ଦେଇ ଏକ

| ତାହାର ବିନୟତା ପ୍ରକାରର ।

। ସରଳ ବିଶ୍ୱାସ ଅପପବିଳି ପ୍ରେମିକର ଖୋଲା ହୃଦୟକୁ

ପୂ ପୃ ହୁଏ ଏକ ଭାବଲେଶହୀନ ଚେହେରା 

କି। ପ୍ରତିକ୍ରିୟାର ପଥ ପ୍ରଦର୍ଶକ ପର୍ଯ୍ୟାୟ ସାରଣୀ

। ପ୍ରତାରଣା ଓ ପ୍ରବଂଚନାର ପଥତ ପ୍ରତିନି ।

ନିର୍ଲିପୂତ ନିର୍ବଶ୍ୟକ ଡାହାଣୀ

କ୍ଷତବିକ୍ଷତ କରେ

ସେ ଦୃଷ୍ଟିର ତୀକ୍ଷଣତାରେ ସଂଚାରିତ ହୁଏ

ସଂଭାବନାଉ ନୂତନ କଂପନ

ପ୍ରିୟାର ସ୍ବର ମାଧୁର୍ଯ୍ୟ ବହନ କରି ଆଣେ

ତାର ନିଣିତ ନୂପୁର ଧ୍ବନିରେ ଭାସି ଆସେ

ମାଗଳିକ ସଂଗୀତର ଆବହାୱା

ବିଗ ବିପ୍ଳବରେ ସତ୍ ବିତ ନଷ୍ଟ

ନାର ଅଶୁତ ବେଦନା

ପ୍ରଥମ କରି କବିତା ଲେଖୁଥିବା କବି ପାଇଁ

ସେ ଏକ ସୁଦୂର ପ୍ରସାରୀ ବର୍ଣ୍ଣ ବିଭା।--

ଜୀବନର ବର୍ଷ ବିଧାନରେ ପଥ ହୁଡି ଥିବା ଚିତ୍ରକର ପାଇଁ

ସେ ଏକ ସୁବିତ କାଭାସ୍

ଅବୁଝା କ୍ରନ୍ଦନରତ ଶିଶୁ ପାଇଁ

ସେ ଏକ ଅସରନ୍ତି ଅବୋଲକରା କାହାଣୀ

ସମ୍ପର୍କର ସୁରମ୍ୟ ସୃଜନଶୀଳତାର

ସେ ଏକ ସୁସଂହତ ସେତୁଧ

ପ୍ରଗତି ଓ ପରିବର୍ତନ ପଥରେ

ସେ ଏକ ଦୀପ୍ତିମନ୍ତ ଆଲୋକ ବର୍ତ୍ତିକା

ସ୍ମୃତିର ସହଦ୍ ତଳୁ ଗୋଟାଇ ଆଣେ

ସେ ନୀଳକୀତ ସୌରଭର ଶାମୁକା

ବେଳାଭୂମିର ଅସଂଖ୍ୟା ଅସ୍ପଷ୍ଟ ପତଚିହ୍ନ

ମଧ୍ୟରେ ସେ ବହନ କରେ

ପରମ ପୁରୁଷଙ୍କ ସୁସ୍ପଷ୍ଟ ସ୍ଵାକ୍ଷର- ଯୁଗପୁରୁଷଙ୍କ ଧରାବତରଣର

ସେ ପୁଣ୍ୟତୋୟା ମନ୍ଦାକିନୀ

ପ୍ରାଣ ପ୍ରାଚୁର୍ଯ୍ୟର ଅଫୁରନ୍ତ ଗନ୍ତାଘର

ସୁଷମ ସଂଜିବନୀରେ ଭରପୁର ତୁମେ ଏକ ସରଂଗ ଶାୟରୀ

ତୁମରି ବାହ୍ୟ ସୌନ୍ଦର୍ଯ୍ୟରେ ପ୍ରଲୁବ୍ଧ କଳାକାର ।ପଇଁ

ତୁମେ କଳ୍ପନାର ପ୍ରଣତିମୟ ଅସରନ୍ତି ଖୋରାକ

ଅନ୍ତଃପ୍ରକୃତିର ଦ୍ଯାତନାମୟ ପ୍ରସ୍ଫୁଟିତ ବନାନୀରେ ତୁମେ

ଚିନ୍ତା ଓ ଚେତନାର ନୂତନ କାକଳୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance