ଛୁଅଁl ତୁମରି ହାତର
ଛୁଅଁl ତୁମରି ହାତର
ମୁଁ ତୁମ ସ୍ମୃତିର ମଧୁ ମlଳତି ଗୋ
କବିତା ତୁମ ପ୍ରୀତିର
ନୀତି ଖୋଜୁଥାଏ ଲାଜେଇ ଯିବାକୁ
ଛୁଅଁl ତୁମରି ହାତର (୧)
ତୁମ କଥା ସବୁ କବିତl ପାଲଟେ
ତୁମରି ଓଠରୁ ଝରି
ତୁମେ ପାଖେ ଥିଲେ ମନ ନାଚୁଥାଏ
ଅନ୍ତର ଯାଏ ମୋ ଭରି (୨)
ଭୁଲେ ମୁଁ ନିଜକୁ ତୁମରି କୋଳରେ
ଗଙ୍ଗ ଶିଉଳି ପରି
ଝଡିଯିବି ସାଥି ପlହିଗଲେ ରାତି
ସଂସାର ମହକେ ଭରି (୩)