Brundabana Pradhan
Tragedy
ଆଖି ଆଗରେ ଭାଷିଯାଏ
ଅତୀତ ର ସ୍ମୃତି ତକ
ସେ ଜୀବନ ଥିଲା ଭିନ୍ନ
ମନରେ ଭରିଥିଲା କେତେ ସ୍ୱପ୍ନ।
ସବୁ ଧୂଳିସାତ୍ ହେଲା ପରେ ବି !
ଆଜି ମୁଁ ଅଛି
କେବଳ ମୋ ସତ୍ତା ଟିକକ
ବଞ୍ଚିଛି କର୍ପୂର ସିନା ଉଡିଯାଇଛି
କନା ଖଣ୍ଡିକ ପଡିରହିଲା ପରି।
ଗୁତିର ପୁସପୁନି
ରାସ୍ତା
ଧନୁଯାତ୍ରା ସମି...
ସ୍ୱପ୍ନର ନାୟିକ...
କିଏ ସେ ପ୍ରେୟସ...
ଶୋଇଛି ସହର
ସେ ଚେହେରା
ଇନ ନିଜର ଭାବନା...
ଭିନ୍ନ ଏକ ନିଆଁ
ଭଦ୍ର ମଣିଷ
ରାମ ନାମ ସଂକୀର୍ତ୍ତନ ତୁ ନଶୁଣି ସେ ସ୍ଥାନରୁ ବେଗେ ଖସୁ। ରାମ ନାମ ସଂକୀର୍ତ୍ତନ ତୁ ନଶୁଣି ସେ ସ୍ଥାନରୁ ବେଗେ ଖସୁ।
ଝଡ଼ର ପ୍ରକୋପେ ପବନର ଛାଟେ ପାହାଡ଼ ଶିଖରେ ବାଜି ପରି ରାଇଜରେ ସପନ ପରିକା ବାତ୍ୟା ରେ ଯାଏ ମୁଁ ହଜି ଝଡ଼ର ପ୍ରକୋପେ ପବନର ଛାଟେ ପାହାଡ଼ ଶିଖରେ ବାଜି ପରି ରାଇଜରେ ସପନ ପରିକା ବାତ୍ୟା ରେ...
ଜୀବନ ଯୁଦ୍ଧରେ ମହତ କାର୍ଯ୍ୟରେ ଯେ ପ୍ରାଣୀ ରୁହେ ନିରତ ଈଶ୍ୱର ସାନଧ୍ୟ ଲାଭ କରିଥାଏ ଜୀଵ ଚକ୍ ଜୀବନ ଯୁଦ୍ଧରେ ମହତ କାର୍ଯ୍ୟରେ ଯେ ପ୍ରାଣୀ ରୁହେ ନିରତ ଈଶ୍ୱର ସାନଧ୍ୟ ଲାଭ କରିଥାଏ...
ଏ ସଂସାର ଯଦି ହୁଏ ରଙ୍ଗମଞ୍ଚ ଆମେ ଯଦି କଳାକାର, ଭଗବାନଙ୍କର ନିର୍ଦ୍ଦେଶ ମାନିବା କର୍ତ୍ତବ୍ୟ ଏ ସଂସାର ଯଦି ହୁଏ ରଙ୍ଗମଞ୍ଚ ଆମେ ଯଦି କଳାକାର, ଭଗବାନଙ୍କର ନିର୍ଦ୍ଦେଶ ମାନିବା ...
ଚପଲ୍ ଚପଲ୍
ଦୀର୍ଘ ପାଞ୍ଚବର୍ଷର ଆତ୍ମଦହନରୁ ଟିକିଏ ଆଶ୍ୱସ୍ତି ମିଳେ କ୍ଷେତ ମାଉସୀର ଘରଟି ଦେଖି । ଦୀର୍ଘ ପାଞ୍ଚବର୍ଷର ଆତ୍ମଦହନରୁ ଟିକିଏ ଆଶ୍ୱସ୍ତି ମିଳେ କ୍ଷେତ ମାଉସୀର ଘରଟି ଦେଖି ।
ମଉନେ ଆଜି ମୁଁ କରୁଛି ରୋଦନ ପାଦଚି଼ହ୍ନ କିଆଁ ପାଉନି ଖୋଜି ସଜ ସଜ ଲାଜ ଓଠେ ହସ ସବୁ ତ ଯାଇଛି ହଜି l ମଉନେ ଆଜି ମୁଁ କରୁଛି ରୋଦନ ପାଦଚି଼ହ୍ନ କିଆଁ ପାଉନି ଖୋଜି ସଜ ସଜ ଲାଜ ଓଠେ ହସ ସ...
ଏ ଜୀବନ ଗଣିତ ବହି ଏ ଜୀବନ ଗଣିତ ବହି
ବନ୍ଧୁତା ବନ୍ଧୁତା
କି ମାୟା ମମତା ମଦେ ଲାଗିିଗଲା ତା'ର ଏହି ଦଶା ହେଲା । କି ମାୟା ମମତା ମଦେ ଲାଗିିଗଲା ତା'ର ଏହି ଦଶା ହେଲା ।
#ମରୀଚିକା# #ମରୀଚିକା#
ଜନ୍ମ କ'ଣ ଏକ ଅପରାଧ ? ଜନ୍ମ କ'ଣ ଏକ ଅପରାଧ ?
ଜଳ ଅଭାବରେ ମରୁଡି ହୋଇବ ଶୁଖିଯିବ ଗଛ ଲତା ଫାଟିଯିବ ମାଟି ବଢ଼ିଯିବ ତାପ ନ ରହିବ ଜୀବ ସତ୍ତା ଜଳ ଅଭାବରେ ମରୁଡି ହୋଇବ ଶୁଖିଯିବ ଗଛ ଲତା ଫାଟିଯିବ ମାଟି ବଢ଼ିଯିବ ତାପ ନ ରହି...
ପ୍ରକୃତି ସୁରକ୍ଷା ବିସ୍ମରି ମନରୁ କୃତ୍ରିମ ଜଗତ କରି ଗଠିତ ପରିବେଶ ନଷ୍ଟ କରୁଛି ସ୍ୱହସ୍ତେ ଋତୁଚକ୍ର... ପ୍ରକୃତି ସୁରକ୍ଷା ବିସ୍ମରି ମନରୁ କୃତ୍ରିମ ଜଗତ କରି ଗଠିତ ପରିବେଶ ନଷ୍ଟ କରୁଛି ସ୍ୱହସ୍...
ମନ୍ଦିର ରେ ଶୁଭେ ନାହିଁ ଘଣ୍ଟ ପୋଖରୀ ରେ ନାହିଁ ଜଳ କେଳୀ ଚଇତ୍ର ରେ ନାଚେ ନାହିଁ ଘୋଡା ଗାଁ ମୁଣ୍ଡେ ନାହିଁ ... ମନ୍ଦିର ରେ ଶୁଭେ ନାହିଁ ଘଣ୍ଟ ପୋଖରୀ ରେ ନାହିଁ ଜଳ କେଳୀ ଚଇତ୍ର ରେ ନାଚେ ନାହିଁ ଘୋଡା ...
ଚିରା ଉଦର ଖେତେଉଥିଲା ସ୍ବପ୍ନମାନଙ୍କୁ ଆଉ ନିଃସନ୍ତାନ ହେବାର ଭୟ ଖେତେଉଥିଲା ଅଭାଗିନୀ ନାରୀଟିକୁ। ଚିରା ଉଦର ଖେତେଉଥିଲା ସ୍ବପ୍ନମାନଙ୍କୁ ଆଉ ନିଃସନ୍ତାନ ହେବାର ଭୟ ଖେତେଉଥିଲା ଅଭାଗିନୀ ନାର...
ମୁଦ୍ରିତ ନୟନେ ସପନ ରାଇଜେ ସ୍ୱପ୍ନ ସୌଦାଗର ଆସେ, ପରୀକ୍ଷାର ବେଳ ଘନେଇ ଆସୁଛି ବସି କହେ ତାର ପାଶେ । ମୁଦ୍ରିତ ନୟନେ ସପନ ରାଇଜେ ସ୍ୱପ୍ନ ସୌଦାଗର ଆସେ, ପରୀକ୍ଷାର ବେଳ ଘନେଇ ଆସୁଛି ବସି କ...
କୈଶୋର ମନଟି ଉଚ୍ଚାଟ ଝିପଝିପ ବର୍ଷାର ରିମଝିମ ଶବ୍ଦ ତାଳେ କାଗଜ ଡ଼ଙ୍ଗା ସମ ଭାସିଯାଏ ସତ୍ତା ... କୈଶୋର ମନଟି ଉଚ୍ଚାଟ ଝିପଝିପ ବର୍ଷାର ରିମଝିମ ଶବ୍ଦ ତାଳେ କାଗଜ ଡ଼ଙ୍ଗା ସମ ଭାସିଯାଏ...
ଜଣେ ନାରୀର ଅନ୍ତଃସ୍ୱର.... ଜଣେ ନାରୀର ଅନ୍ତଃସ୍ୱର....
ଜଗୁନି କହିଲା "ଶୁଖିଲାରେ ଏତେ ପେମ କିଆଁ କିଲୋ ଦାଦି? କାମ ନ'କଲେ ପାଆଞ୍ଚେ ମିଳିବ ? ଥିବ କିଛି କାରସାଦି ।" ଜଗୁନି କହିଲା "ଶୁଖିଲାରେ ଏତେ ପେମ କିଆଁ କିଲୋ ଦାଦି? କାମ ନ'କଲେ ପାଆଞ୍ଚେ ମିଳିବ ? ଥିବ କ...