STORYMIRROR

Prasanta Kumar Behera

Romance Fantasy Inspirational

3  

Prasanta Kumar Behera

Romance Fantasy Inspirational

ଚାରୁ ଲତିକା

ଚାରୁ ଲତିକା

1 min
216

ଲାଜବତୀ ଆଗୋ ମଉନାବତୀ

ଜବାଓଠେ ତମ ଚୋରା ସନ୍ଦେଶ ।


ମୁଦିତ୍ରନୟନା ଆଗୋ କୁନ୍ତଳିନୀ

ମୁଖୁ ଝରେ ତମ ପ୍ରୀତିପିୟୁଷ l


କଣ୍ଠେ ଶୋହେ  ସୁବର୍ଣ୍ଣର ମାଳା

କର୍ଣ୍ଣରେ ଝୁଲୁଛି ସୁବର୍ଣ୍ଣ ଫୁଲ ।


ସୁବର୍ଣ୍ଣର ଏକ ସୃଷ୍ଟିବିସ୍ମୟ

ଆନ କିଛି ନୁହେଁ ତମ ତୁଲ l


ବନ୍ଦନା ଘେନ ଆଗୋ ଲକ୍ଷହୀରା

ଶବ୍ଦର ଆଳତି ମୋର ଘେନ ।


ଆଗୋ ସରୋଜିନୀ ଭ୍ରମର କାମିନୀ

ଏ ଭୁବନର ଚାରୁ ସୃଜନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance