STORYMIRROR

hrudananda sunani

Comedy

3  

hrudananda sunani

Comedy

ବୟସର ଆୟୁଷ

ବୟସର ଆୟୁଷ

1 min
158

ମଣିଷର ଆୟୁଷ ନାହିଁ

ଅଛି ବୟସର

କରମ ର ମରଣ ନାହିଁ

ଅଛି ମଣିଷର ।


ଫୁଲ ର ଜୀବନ ନାହିଁ

ଦିଏ ବାସନା 

ଫୁଲ ଝାଉଁଳି ଗଲେବି

ନ  କରେ ମନା ।


କର୍ପୁର ପୋଡ଼ିଗଲେ ବି

ସୁଗନ୍ଧ ଭରା

ସୁନା ଜଳିଗଲେବି

ଉଜ୍ଜଳ ଧରା ।


ବଢ଼ି ବଢ଼ି ଆସିଲେ ବୟସ

କମି କମି 

 ଆସଇ ଆୟୁଷ ।


ବୟସକୁ ନେଇ ହିସାବ

ହିଁ ଆୟୁଷ

ଆୟୁଷ କୁ ନେଇ ବଂଚିବା

ହିଁ ମଣିଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy