Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SAHITYA TARJUMAN

Romance Tragedy

3  

SAHITYA TARJUMAN

Romance Tragedy

ବୁଝି କି ପାରିବ ତୁମେ

ବୁଝି କି ପାରିବ ତୁମେ

1 min
164


ବୁଝି କି ପାରିବ ତୁମେ, ବୁଝି କି ପାରିବ ତୁମେ, 

ପ୍ରେମ ପ୍ରୀତି କଥା, ହୃଦୟର ବ୍ୟଥା, 

ବୁଝି କି ପାରିବ ତୁମେ, ବୁଝି କି ପାରିବ ତୁମେ, 

କାହିଁକି ଗାଉଛି, ସ୍ୱରରେ କବିତା, 

ବୁଝି କି ପାରିବ ତୁମେ, ବୁଝି କି ପାରିବ ତୁମେ ।


ମନଟି ନିଜର କାହାକୁ ଦେଲନି, 

କାହାକୁ ମନରେ କେବେ ରଖିଲନି, 

ରହିଛି ମନରେ କେତେ ନିଷ୍ଣୁରତା, 

ବୁଝି କି ପାରିବ ତୁମେ, ବୁଝି କି ପାରିବ ତୁମେ ।


କାନ୍ଦ ମଧ୍ୟ କୋହ ସ୍ୱରରେ ରହୁଛି, 

କୁଳୁ କୁଳୁ ସ୍ୱରେ ଝରଣା ବହୁଛି, 

ପବନର ସ୍ୱର ଭାଙ୍ଗେ ନିରବତା, 

ବୁଝି କି ପାରିବ ତୁମେ, ବୁଝି କି ପାରିବ ତୁମେ ।



Rate this content
Log in

Similar oriya poem from Romance