Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DEEPALI JENA

Romance Others

3  

DEEPALI JENA

Romance Others

ଚିଠି

ଚିଠି

1 min
202


କଣ ଲେଖିବି ତୁମ ବିଷୟରେ 

ମୋର ପ୍ରତ୍ୟେକ ଟି ରକ୍ତ ବିନ୍ଦୁରେ ତୁମେ କହି

କାହିଁଦେବି ମୋ ପ୍ରେମର ପରିଚୟ 

ମୁଁ ଚାହେଁନା ତମଠାରୁ ସମୟ 

ମୁଁ ଚାହେଁ ତୁମ ସହିତ ସମୟ 

ତୁମେ ମୋ ବହିର ପ୍ରଚ୍ଛଦ ପୃଷ୍ଠାରେ

ଅଛ ବି ତୁମେ ମୋ ଜୀବନ ଶେଷ ଅଧ୍ୟାୟରେ

କାହିଁକି ଆଜି ମୋ ପ୍ରେମର ପ୍ରମାଣତା ଦେବି 

କେତେ ଭଲ ପାଏ ମୁଁ କହିପାରିବିନି 

କାହିଁକି ଭଲପାଏ ତା ବି କହିପାରିବିନି 

ତୁମ ଉପସ୍ଥିତିରେ ମୋର ଆନନ୍ଦ

ତୁମେ ଛୁଇଁବାରେ ମୋର ନିର୍ଯାସ ।।



Rate this content
Log in

Similar oriya poem from Romance