Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sagar Kumar Parida

Abstract

3  

Sagar Kumar Parida

Abstract

ବର୍ତ୍ତମାନ

ବର୍ତ୍ତମାନ

1 min
166



ଅନନ୍ତ ସମୟ ଗତିଶୀଳ ସଦା ବ୍ରହ୍ମାଣ୍ଡରେ ଅବିରତ

ଅତୀତ ଭବିଷ୍ୟ ମିଳନ ସ୍ଥଳଟି ବର୍ତ୍ତମାନ ନାମେ ଖ୍ୟାତ।।


ବର୍ତ୍ତମାନ ଯାର ସୁକର୍ମରେ ରତ ଭବିଷ୍ୟ ମଙ୍ଗଳମୟ

ଅତୀତ ତାହାର ନାମ ଗାଉଥିବ ନଥିଲା ତାଙ୍କର ମୋହ ।।


ସତ୍ କର୍ମ ସତ୍ ଚିନ୍ତା କରୁଥିଲେ ଭଗବାନ ହେବେ ପ୍ରୀତ

ନର୍କରେ ମଣିଷ ନ ଭୋଗିବ କଷ୍ଟ ବୈକୁଣ୍ଠରେ ହେବବାସ ।।


ଜୀବନ ଅଟଇ ଅଳିକ ସଂସାରେ ରହିବ କେ ଚିରଦିନ?

ସାହାର୍ଯ୍ୟ ସେବାରେ ଜୀବନ କଟାଅ ରହି ଏ ମର୍ତ୍ତ୍ୟ ଭୁବନ।।


ବର୍ତ୍ତମାନ ଅଟେ ଅମୁଲ୍ୟ ସମୟ ଦେଖିଛି କେ ଭବିଷ୍ୟତ

ମାତୃଭୂମି ମାତୃଭାଷାର ସେବାରେ ବଢ଼ଇ ତୁମ ମହତ ।।


ବର୍ତ୍ତମାନ ସମୟକୁ ଦେଖି ତୁମେ ନିଜକୁ ପ୍ରସ୍ତୁତ କର

ତେବେ ସିନା ଆମ ଦେଶ ବିଶ୍ୱଗୁରୁ ହେବ ଏହି ଧରଣୀର ।



Rate this content
Log in

Similar oriya poem from Abstract