ବର୍ଷା
ବର୍ଷା


ବର୍ଷା ର ସ୍ପର୍ଶ ଅତି ସୁନ୍ଦର ,
ବର୍ଷା ର ବିନ୍ଦୁ ଯେବେ ଶରୀର ଛୁଇଁ ଯାଏ
ଶିହରଣ ସୃଷ୍ଟି ହୁଏ ମନରେ ।
ମୟୂର ବି ନାଚି ଉଠେ ,
ସେ ସୁନ୍ଦର ଅନୁଭବ କୁ
ଚାହିଁ ରହିଥାଏ
ବର୍ଷା ଭାରି ବିଚିତ୍ର।
ବର୍ଷା ର ସ୍ପର୍ଶ ଅତି ସୁନ୍ଦର ,
ବର୍ଷା ର ବିନ୍ଦୁ ଯେବେ ଶରୀର ଛୁଇଁ ଯାଏ
ଶିହରଣ ସୃଷ୍ଟି ହୁଏ ମନରେ ।
ମୟୂର ବି ନାଚି ଉଠେ ,
ସେ ସୁନ୍ଦର ଅନୁଭବ କୁ
ଚାହିଁ ରହିଥାଏ
ବର୍ଷା ଭାରି ବିଚିତ୍ର।