ବର୍ଷା
ବର୍ଷା


ଚକୋର ଓ ଚକୋରୀର
ପ୍ରତୀକ୍ଷାର ଯବନିକା
ନବ ବଧୂର ଇପ୍ସିତ ସମୟ
ତୁମେ ବର୍ଷା,
ତୁମେ ପ୍ରେମୀକାର ଆକାଙ୍କ୍ଷା
ତୁମେ ଯେବେ ମୋ ଜୀବନେ
ପ୍ରଥମ ଆସିଲ
ଘେନି ବିରହ ଯନ୍ତ୍ରଣା
ସେ ଯନ୍ତ୍ରଣାରେ ଥିଲା
ନରମ ଉଷ୍ମତା।
ଚକୋର ଓ ଚକୋରୀର
ପ୍ରତୀକ୍ଷାର ଯବନିକା
ନବ ବଧୂର ଇପ୍ସିତ ସମୟ
ତୁମେ ବର୍ଷା,
ତୁମେ ପ୍ରେମୀକାର ଆକାଙ୍କ୍ଷା
ତୁମେ ଯେବେ ମୋ ଜୀବନେ
ପ୍ରଥମ ଆସିଲ
ଘେନି ବିରହ ଯନ୍ତ୍ରଣା
ସେ ଯନ୍ତ୍ରଣାରେ ଥିଲା
ନରମ ଉଷ୍ମତା।